Odishastatenews.com Today : 04-Mar-2021 20:10:31 PM
ରାଜ୍ୟର ଉତ୍ତପ୍ତ ସହର ଅନୁଗୁଳ। ଅନୁଗୁଳ ସହରର ତାପାମାତ୍ରା ୪୦.୧ ଡିଗ୍ରୀ ସେଲସିୟସ୍‌। ୪୦ ଡିଗ୍ରୀ ସହ ଭୁବନେଶ୍ବର ଓ ବୌଦ୍ଧ ଦ୍ବିତୀୟ ଉତ୍ତପ୍ତ ସହର।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଛତିଶା ନିଯୋଗର ଚିଠି। ସତ୍ତ୍ବଲିପି ଅନୁସାରେ ସତ୍ତ୍ବ ପରଂପରାର ସୁରକ୍ଷା ନେଇ ଚିଠିରେ ଉଲ୍ଲେଖ। ବିଗତ ବର୍ଷରେ ସତ୍ତ୍ବଲିପିରେ ଥିବା ଅନେକ ସେବା ଅର୍ଥଭାବ ଦର୍ଶାଇ ବନ୍ଦ କରାଯାଇଛି। ଏହି‌ ସେବା ଗୁଡ଼ିକ ପୁନଃ ପ୍ରଚଳନ କରାଯାଉ। ସେବାୟତଙ୍କ କାର୍ଯ୍ୟକୁଶଳତା ବୃଦ୍ଧି ପାଇଁ ପୁରୀରେ ସ୍କିଲ ଇଣ୍ଡିଆ ପ୍ରତିଷ୍ଠାନ କରାଯାଉ।ଟିକଟକ ଷ୍ଟାରଙ୍କ ମୃତ୍ୟୁ ପରେ ବିବାଦରେ ଛନ୍ଦି ହୋଇଥିବା ମହାରାଷ୍ଟ୍ରର ଜଙ୍ଗଲ ମନ୍ତ୍ରୀ ଦେଲେ ଇସ୍ତଫାଟାଇଲ୍ସ କମ୍ପାନିର ୨୨୦ କୋଟିର ବେନାମୀ କାରବାର ଧରିଲା ଆୟକର ବିଭାଗ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ପ୍ରବେଶ କରିବ ରିଲାଏନ୍ସ ; ଗୁଗୁଲ, ଫେସବୁକ ସହ ହାତ ମିଳାଇଲା ଟିକଟକ ଷ୍ଟାରଙ୍କ ମୃତ୍ୟୁ ପରେ ବିବାଦରେ ଛନ୍ଦି ହୋଇଥିବା ମହାରାଷ୍ଟ୍ରର ଜଙ୍ଗଲ ମନ୍ତ୍ରୀ ଦେଲେ ଇସ୍ତଫା ଲଣ୍ଡନ ଜଗନ୍ନାଥ ମନ୍ଦିର ପ୍ରୋଜେକ୍ଟର ନିଉଜଲେଟର ଉଦଘାଟନ କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଜଙ୍ଗଲ ଅଚାନକ ପବନ ବହିବା ଯୋଗୁଁ ମାଡି ଆସିଥିଲା ନିଆଁ ଓ ଧୂଆଁ, ପୋଡିଗଲେ ରାସ୍ତାରେ ଯାଉଥିବା ୫ ଜଣ ଯାତ୍ରୀ Previous Next ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ପ୍ରବେଶ କରିବ ରିଲାଏନ୍ସ ;… ଟିକଟକ ଷ୍ଟାରଙ୍କ ମୃତ୍ୟୁ ପରେ ବିବାଦରେ ଛନ୍ଦି ହୋଇଥିବା… ଲଣ୍ଡନ ଜଗନ୍ନାଥ ମନ୍ଦିର ପ୍ରୋଜେକ୍ଟର ନିଉଜଲେଟର ଉଦଘାଟନ କଲେ… ଜଙ୍ଗଲ ଅଚାନକ ପବନ ବହିବା ଯୋଗୁଁ ମାଡି ଆସିଥିଲା ନିଆଁ ଓ… ଏପ୍ରିଲ ବେଳକୁ ତେଲ ଦର କମିବ : ଧର୍ମେନ୍ଦ୍ର ପ୍ରଧାନ |

ପ୍ରବନ୍ଧ : Category News


ମାତା ଯଶୋଦାମାତା ଯଶୋଦା

ଲେଖକ:ଡ଼ାଃ ଗୌରାଙ୍ଗ ସାମନ୍ତରାୟ କୃପାସିନ୍ଧୁ ଜଗଦୀଶ୍ୱରଙ୍କର ଯେଉଁ କୃପା ଯଶୋଦା ମାଆଙ୍କୁ ମିଳିଲା, ତାହା ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ, ସଂହାରକର୍ତ୍ତା ଦେବଦେବ ମହାଦେବଙ୍କୁ ଏପରିକି ନିଜର ଅର୍ଦ୍ଧାଙ୍ଗିନୀ ଲକ୍ଷ୍ମୀ

Read More...

ଶବରୀଶବରୀ

ଲେଖକ:ଡ଼ାଃ ଗୌରାଙ୍ଗ ସାମନ୍ତରାୟ ଶବରୀ ରାଜାଙ୍କର ଏକମାତ୍ର ଅଲିଅଳୀ କନ୍ୟା ଥିଲା ଶବରୀ । ତା’ର ବିବାହ ଉପଲକ୍ଷ୍ୟରେ ପିତା ଅତିଥିମାନଙ୍କୁ ଭୂରି ମୃଗମାଂସରେ ଆପ୍ୟାୟିତ କରି ବିବାହକୁ ସ୍ମରଣୀୟ ଓ ଗୌରବମୟ କରିବା ପାଇଁ ଚେଷ

Read More...

ପ୍ରବନ୍ଧ ପଥର ମଣିଷପ୍ରବନ୍ଧ ପଥର ମଣିଷ

ଲେଖକ: ଶ୍ରୀ ନିଶିକାନ୍ତ ପାଢ଼ୀ ପଥର ନିର୍ଜୀବ ଶିଳାଖଣ୍ଡଟିଏ ହେଲେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ କାମରେ ଲାଗିଥାଏ । ପଥର ଖଚିତ ମନ୍ଦିରମାନଙ୍କରେ ଖୋଦିତ କାରୁକାର୍ଯ୍ୟ କାଳଜୟୀ ଅଟେ । ପଥରର ଶାଳଗ୍ରାମ ହିନ୍ଦୁମାନଙ୍କର ଆରା

Read More...

ଭକ୍ତ ତପସ୍ୱୀ କଣ୍ୱଭକ୍ତ ତପସ୍ୱୀ କଣ୍ୱ

ଲେଖକ:ଡ଼ାଃ ଗୌରାଙ୍ଗ ସାମନ୍ତରାୟ ଏକଦା କଣ୍ୱ ନାମକ ତତ୍ତ୍ୱଜ୍ଞ ବ୍ରାହ୍ମଣ ନନ୍ଦ ଯଶୋଦାଙ୍କ ଭବନକୁ ପଦାର୍ପଣ କଲେ । ଏହାପୂର୍ବରୁ ସେ ଯେବେ ତାଙ୍କ ଘରକୁ ଆସିଥିଲେ, ସେତେବେଳେ ସେ ଅପୁତ୍ରିକ ଥିଲେ । ଆଜି କାହିଁକି ହଠାତ୍ ବନରୁ

Read More...

ହାଡଭଙ୍ଗା ଶିତରେ ସକାଳ ନିଆଁପୁଆଁହାଡଭଙ୍ଗା ଶିତରେ ସକାଳ ନିଆଁପୁଆଁ

ଲେଖକ-ଇଂ ବିଦ୍ୟାଧର ପଣ୍ଡା ସମଗ୍ର ଓଡ଼ିଶାରେ ଏବେ ଶୀତର ରାଜୁତି । ସନ୍ଧ୍ୟା ୫ଟା ପରେ ପ୍ରାୟ ସହରର ତାପମାତ୍ରା ଦଶ(୧୦) ଡ଼ିଗ୍ରୀରୁ ତିନି(୩) ଡ଼ିଗ୍ରୀ କମ୍ କିମ୍ବା ବେଶି ରହୁଛି ଯାହାକି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକ ମା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଆଦିବାସୀ ଯୁବତୀଙ୍କ ନିଆରା ପର୍ବ ବାରୁ ପୂଜା
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell